Breaking PLUSଓଡ଼ିଶାମୁଖ୍ୟ ଖବର
ମେ ଶେଷ ସପ୍ତାହରେ +2 ରେଜଲ୍ଟ

ଭୁବନେଶ୍ୱର- ମେ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷାଫଳ। ଏଥର ଏକସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ରେଜଲ୍ଟ ପ୍ରକାଶ ପାଇବ। ଫଳାଫଳ ଘୋଷଣାର ତାରିଖ ଏଯାବତ୍ ଧାର୍ଯ୍ୟ ହୋଇ ନଥିଲେ ମଧ୍ୟ ଜୁନ୍ ପୂର୍ବରୁ ଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ପଦକ୍ଷେପ ନିଆଯାଇଛି।