Breaking PLUSଓଡ଼ିଶାମୁଖ୍ୟ ଖବର

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ଜେଲ୍

ଭୁବନେଶ୍ୱର: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ଜେଲ୍ ଦଣ୍ଡ । ଦୋଷୀ ଦୀପକ କୁମାର ବେହେରାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ  ଶୁଣାଇଛନ୍ତି ଭୁବନେଶ୍ୱର ପୋକ୍ସୋ କୋର୍ଟ । ୨୦୨୦ରେ ବାଲିଅନ୍ତା ଥାନା ଅଞ୍ଚଳର ଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button