Breaking PLUSଓଡ଼ିଶାମୁଖ୍ୟ ଖବର
ଟ୍ରକ୍-ବସ ମୁହାଁମୁହିଁ ଧକ୍କା- ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗଂଜାମ- ଟ୍ରକ୍-ବସ ମୁହାଁମୁହିଁ ଧକ୍କା। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା NH-୧୬ ହୁମା ଓଭର ବ୍ରିଜ ଉପରେ ଦୁର୍ଘଟଣା ଘଟିଛି।
ବସରେ ସକାଳୁ ଅଳ୍ପ ଯାତ୍ରୀ ଥିଲେ । ସୌଭାଗ୍ୟକ୍ରମେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। କିନ୍ତୁ ଟ୍ରକର ସାମନା ପଟ ଭାଙ୍ଗି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଖବର ପାଇ ହୁମ୍ମା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



