ଓଡ଼ିଶା
କଂଗ୍ରେସ ଭବନରୁ ଆସବାବପତ୍ର ଚୋରି ଅଭିଯୋଗ,ଏନେଇ କ୍ୟାପିଟାଲ ଥାନାରେ ଏତଲା

ଭୂବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ କଂଗ୍ରେସ ଭବନରୁ ଆସବାବପତ୍ର ଚୋରି ଅଭିଯୋଗ । ଏନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି କଂଗ୍ରେସ ଭବନ ଅଫିସ ଇନଚାର୍ଜ ବୈଦ୍ୟନାଥ ସ୍ବାଇଁ ।
ମିଳିଥିବା ସୂଚନା ଅନୁଯାୟୀ,ଫର୍ଣ୍ଣିଚର ସହ ଏସି ଷ୍ଟାବିଲାଇଜର ଓ ତମ୍ବା ତାର ଚୋରି ହୋଇଥିବାବେଳେ,ରାତିରେ ପାର୍ଟି ଅଫିସ ନିକଟରେ ପୋଲିସ ପାଟ୍ରୋଲିଂକୁ ବ୍ୟାପକ କରିବାକୁ ଅନୁରୋଧ ହୋଇଛି।