Breaking PLUSଓଡ଼ିଶାମୁଖ୍ୟ ଖବର

ମୃତ ଶିଶୁକନ୍ୟାକୁ ଧରି ଧାରଣାରେ ବସିଲେ ବାପାମାଆ

ବାରିପଦା-  ମୃତ ଶିଶୁକନ୍ୟାକୁ ଧରି ଧାରଣାରେ ବସିଲେ ବାପାମାଆ । ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହ ରଖି ଧାରଣାରେ ବସିଲେ । ଚିକିତ୍ସା ଅବହେଳାରୁ ୫ ମାସ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।  ଅଭିଯୋଗ ନେଇ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନି । ଶିଶୁକନ୍ୟା ଅସୁସ୍ଥ ହେବାରୁ ରାତିରେ ମେଡିକାଲ୍ ଆଣିଥିଲେ ଦମ୍ପତି ।

Show More

Related Articles

Back to top button