Breaking PLUSଓଡ଼ିଶାମୁଖ୍ୟ ଖବର

୩ ଦିନ ଧରି ଦିଲ୍ଲୀରେ ଥିଲେ IAS ବିଷ୍ଣୁପଦ ସେଠୀ

ଭୁବନେଶ୍ୱର- ୩ ଦିନ ଧରି ଦିଲ୍ଲୀରେ ଥିଲେ IAS ବିଷ୍ଣୁପଦ ସେଠୀ  । CBIର ସମନ ସମୟରେ ବିଷ୍ଣୁପଦ ଦିଲ୍ଲୀରେ ରହିଥିବା ସୂଚନା ମିଳିଛି । ୧୧ରୁ ୧୩ ତାରିଖ ଯାଏଁ ଦିଲ୍ଲୀର ଏକ ତାରକା ହୋଟେଲରେ ଥିଲେ । ୧୧ ତାରିଖ ଦିନ ୧୦ଟାରେ ହାଜର ପାଇଁ CBI ସମନ ହୋଇଥିଲା ।

Show More

Related Articles

Back to top button