Breaking PLUSଓଡ଼ିଶାମୁଖ୍ୟ ଖବର
ଖୁବଶୀଘ୍ର ବୋର୍ଡ ଓ ନିଗମ ନିଯୁକ୍ତି ହେବ- ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର– ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଚର୍ଚ୍ଚା ଆଲୋଚନା ଓ ବିଚାରବିମର୍ଶ ଚାଲିଛି, ଠିକ୍ ସମୟରେ ହୋଇଯିବ । ଡେଡ୍ଲାଇନ ଦେବିନି କିନ୍ତୁ ଖୁବଶୀଘ୍ର ବୋର୍ଡ ଓ ନିଗମ ନିଯୁକ୍ତି ହେବ ।



