Breaking PLUSଓଡ଼ିଶାମୁଖ୍ୟ ଖବର

ବରସୁଆଁ ଲୁହା ପଥର ଖଣିରେ ସିବିଆଇର ଖୋଳତାଡ଼

କୋଇଡ଼ା- ବରସୁଆଁ ଲୁହା ପଥର ଖଣିରେ ସିବିଆଇର ଖୋଳତାଡ଼  । ଲୁହା ପଥରର ମାନ ବଦଳାଇବାରୁ ରାଜସ୍ୱ କ୍ଷତି ପରେ ଚଢ଼ାଉ ସୂଚନା ମିଳିଛି । ପଚରାଉଚରା ପାଇଁ ସେଲ୍ ଅଧିକାରୀଙ୍କୁ ଡାକିଛି ସିବିଆଇ । ଲୁହା ପଥର ମାନ ବଦଳାଇ ଷ୍ଟକ୍‌ରୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ମାନ ବଦଳିବାରୁ ଶହଶହ କୋଟି ରାଜସ୍ୱ କ୍ଷତି ଅଭିଯୋଗ ହୋଇଛି । ଉଚ୍ଚସ୍ତରୀୟ ତଦନ୍ତ ପାଇଁ CBIକୁ କେସ୍ ହସ୍ତାନ୍ତର କରିଥିଲା ଭିଜିଲାନ୍ସ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button