Breaking PLUSଓଡ଼ିଶାମୁଖ୍ୟ ଖବର
ଆଇଇଡି ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି: କମ୍ବିଂ ଅପରେସନ ବେଳେ ଅଳ୍ପକେ ବର୍ତ୍ତିଲେ ଯବାନ ମାନେ |ଯବାନ ମାନଙ୍କର କ୍ଷତି ଘଟାଇବା ପାଇଁ ଛତିଶଗଡ଼ ବିଜାପୁର ମୁଖ୍ୟ ରାସ୍ତାରେ IED ଖଞ୍ଜିଥିଲେ ମାଓବାଦୀ ମାନେ |ଯବାନଙ୍କୁ ଟାର୍ଗେଟ କରି ଖଞ୍ଜାଯାଇଥିବା IED କୁ ନିଷ୍କ୍ରିୟ କରିଛନ୍ତି ଯବାନ
|ସୂଚନା ମୁତାବକ ୨୫ କେଜିର IED ପ୍ଲାଷ୍ଟିକ୍ କଣ୍ଟେନର୍ରେ ଖଞ୍ଜିଥିଲେ ମାଓବାଦୀ ମାନେ |