Breaking PLUSଓଡ଼ିଶାମୁଖ୍ୟ ଖବର

ଚିକିତ୍ସାଧୀନ ଅବସ୍ଥାରେ ଛୁଆ ହାତୀର ମୃତ୍ୟୁ

ତେଲକୋଇ- ପୁଣି ଗଲା ହାତୀର ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ଛୁଆ ହାତୀର ମୃତ୍ୟୁ ହୋଇଛି । ୯ ତାରିଖରେ କୃଷ୍ଣପୁର ଗାଁ ନିକଟରୁ ଉଦ୍ଧାର ଛୁଆ ହାତୀର ମୃତ୍ୟୁ ହୋଇଛି । ବନ୍ଧନଝର ଫରେଷ୍ଟ ବିଟ୍‌ରେ ଚାଲିଥିଲା ଛୁଆ ହାତୀର ଚିକିତ୍ସା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button