Breaking PLUSଓଡ଼ିଶାମୁଖ୍ୟ ଖବର

ମାଲକାନଗିରିକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ଭୁବନେଶ୍ୱର- ମାଲକାନଗିରିକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ମାଲକାନଗିରିରେ ୪ ହଜାର କୋଟି ବ୍ୟୟରେ ନିର୍ମାଣ ହେବ ସିମେଣ୍ଟ କାରଖାନା  । ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା  । ୨ ହଜାର ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ  । ଦକ୍ଷିଣରୁ ଉତ୍ତରକୁ ୬ ଲେନ୍ ବିଶିଷ୍ଟ କରିଡର ନିର୍ମାଣ ହେବ । ମାଲକାନଗିରି ମୋଟୁରୁ ମୟୂରଭଞ୍ଜ ତିରିଂ ଯାଏଁ ହେବ କରିଡର୍  । ଉନ୍ନୟନମୂଳକ କାମର ସମୀକ୍ଷା କରିବେ RDC, ଜିଲ୍ଲାପାଳ  । ସ୍ବାଭିମାନ ଅଞ୍ଚଳର ବିକାଶକୁ ଗୁରୁତ୍ବ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button