Breaking PLUSଓଡ଼ିଶାମୁଖ୍ୟ ଖବର
ଭିଜିଲାନ୍ସ ଜାଲରେ ବାଣିଜ୍ୟକର ଅଧିକାରୀ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବାଣିଜ୍ୟକର ଅଧିକାରୀ ଉମାକାନ୍ତ ମହାକୁଡ଼ । ଲାଂଚ ନେବା ବେଳେ ସିଟି ଜିଏସଟି ବାଣିଜ୍ୟକର ଅଧିକାରୀ ଉମାକାନ୍ତ ମହାକୁଡ଼ ଧରାପଡ଼ିଲେ । ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ ।



