Breaking PLUSଓଡ଼ିଶାମୁଖ୍ୟ ଖବର

ନବ ଦାସ ହତ୍ୟାକାଣ୍ଡରେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଦୀପାଳି ଦାସ

ନବ ଦାସ ହତ୍ୟାକାଣ୍ଡରେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଦୀପାଳି ଦାସ  । ଆଜି ହାଜର ନ ହେବାକୁ ଫୋନ୍‌ରେ ଜଣାଇବା ସହ ସମୟ ମାଗିଲେ  । ତଦନ୍ତକାରୀ ଅଧିକାରୀଙ୍କୁ ଫୋନ୍‌ କରି ସମୟ ମାଗିଥିବା ସୂଚନା  । ଅନ୍ୟ କୌଣସି ଦିନ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ସମୟ ମାଗିଲେ  । କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ଦେବାକୁ ଜଣାଇଲେ  । ବିଶାଳଙ୍କ ହାଜର ସମ୍ପର୍କରେ କୌଣସି ସୂଚନା ମିଳିନାହିଁ  । ଦୀପାଳି ଓ ବିଶାଳଙ୍କୁ ହାଜର ହେବାକୁ କ୍ରାଇମବ୍ରାଞ୍ଚର ନୋଟିସ୍‌ କରିଥିଲା ।

Show More

Related Articles

Back to top button