Breaking PLUSଓଡ଼ିଶାମୁଖ୍ୟ ଖବର

ନନ୍ଦନକାନନରେ କୁନି ହାତୀ ‘ଅଭି’ର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ କୁନି ହାତୀ ‘ଅଭି’ର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଗତବର୍ଷ ୨ ମାସର କୁନି ହାତୀକୁ କେନ୍ଦୁଝରରୁ ନନ୍ଦନକାନନ ଅଣାଯାଇଥିଲା । ୧୯ ତାରିଖରେ ହାତୀଟି ଅସୁସ୍ଥ ହେବାରୁ ଚିକିତ୍ସା ଆରମ୍ଭ ହୋଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button