Breaking PLUSଓଡ଼ିଶାମୁଖ୍ୟ ଖବର

ବଜାରରେ ମିଳୁଛି ନକଲି ମେଡିସିନ୍

ଭୁବନେଶ୍ୱର- ବଜାରରେ ମିଳୁଛି ନକଲି ମେଡିସିନ୍ । : ଗୃହରେ ତଥ୍ୟ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ  ।ଗତ ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି, ୩୮୮ଟି ନିମ୍ନମାନର ମେଡିସିନ୍ଅ । ଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ କଲେଣି ସରକାର  ।୨୦୨୧ ରେ ୭୯ ଓ ୨୦୨୨ ରେ ୬୪ଟି ନକଲି ମେଡିସିନ୍ ଚିହ୍ନଟ  । ୨୦୨୩ ରେ ୧୪ ଓ ୨୦୨୪ ରେ ୧୧ଟି ନକଲି ମେଡିସିନ୍ ଚିହ୍ନଟ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button