Breaking PLUSଓଡ଼ିଶାମୁଖ୍ୟ ଖବର

ହାତୀ ଉପଦ୍ରବ ପାଇଁ ବନ କର୍ମଚାରୀ ଅଟକ

ନୀଳଗିରି-  ହାତୀ ଉପଦ୍ରବ ପାଇଁ ବନ କର୍ମଚାରୀ ଅଟକ । କୁଳଡ଼ିହା ରେଂଜ ଢୋଲପୁର ଗାଁରେ ବନ କର୍ମଚାରୀଙ୍କୁ ଅଟକ  ରଖିଛନ୍ତି ଗ୍ରାମବାସୀ । ମହିଳା ଫରେଷ୍ଟ ଗାର୍ଡଙ୍କ ସହ ୧୦ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ  । ବାରମ୍ବାର ହାତୀ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button