Breaking PLUSଦେଶ ବିଦେଶମୁଖ୍ୟ ଖବର
ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ହସ୍ପିଟାଲରେ ଭର୍ତ୍ତି
ୱାଶିଂଟନ -ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଅସୁସ୍ଥ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରବଳ ଜ୍ବର ହେତୁ ୱାଶିଂଟନ ଡିସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଲ କ୍ଲିଣ୍ଟନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।