Breaking PLUSଓଡ଼ିଶାମୁଖ୍ୟ ଖବର

ଖସୁଛି ତାପମାତ୍ରା, ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 4.8 ଡିଗ୍ରୀ ରେକର୍ଡ

ଭୁବନେଶ୍ୱର- ସାରା ରାଜ୍ୟରେ ପାରଦ ଖସିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିଛି। ପାରାଦୀପ ବ୍ୟତୀତ ଉପକୂଳ ଓଡ଼ିଶାର ସମସ୍ତ ସହରର ପାରଦ ୧୫ ଡିଗ୍ରି ତଳେ ରହିଥିଲା। ଘୁ.ଉଦୟଗିରିଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସିମିଳିଗୁଡ଼ାରେ ୬.୬, ରାଉରକେଲାରେ ୭, ଝାରସୁଗୁଡାରେ ୮, ଚିପିଲିମାରେ ୮.୮, କେନ୍ଦୁଝରରେ ୯.୫, ଫୁଲବାଣୀରେ ୯.୫, ଦାରିଙ୍ଗବାଡିରେ ୯.୫, ସୁନ୍ଦରଗଡ଼ରେ ୯.୭ ଓ ସୋନପୁରଠାରେ ୧୦ ଡିଗ୍ରି ରେକର୍ଡ ହୋଇଛି।

Show More

Related Articles

Back to top button