Breaking PLUSଓଡ଼ିଶାମୁଖ୍ୟ ଖବର

କେତେ ଟ୍ରାନ୍ସଜେଣ୍ଡରଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ମିଳିଛି ତଥ୍ୟ ମାଗିଲା ବିଭାଗ

କେତେ ଟ୍ରାନ୍ସଜେଣ୍ଡରଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ମିଳିଛି ତଥ୍ୟ ମାଗିଲା ବିଭାଗ  । ତଥ୍ୟ ମାଗିଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ  ।ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲେ ଅତିରିକ୍ତ ସଚିବ  । ତୁରନ୍ତ ପୂର୍ଣାଙ୍ଗ ତଥ୍ୟ ଦାଖଲ କରିବା ବିଭାଗ ପକ୍ଷରୁ ସବୁ DSSOଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button