Breaking PLUSଓଡ଼ିଶାମୁଖ୍ୟ ଖବର
୫ ସରପଞ୍ଚଙ୍କ ସହ ଜଣେ ସପ୍ଲାଏରକୁ ୩ ବର୍ଷ ଜେଲ୍
ବାରିପଦା: ୫ ସରପଞ୍ଚଙ୍କ ସହ ଜଣେ ସପ୍ଲାଏରକୁ ୩ ବର୍ଷ ଜେଲ୍ ଦଣ୍ଡ ମିଳିଛି । ଜେଲ୍ ଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ୨୦୦୫ରେ ଉଦଳାର ଏକ ଦୁର୍ନୀତି ମାମଲାରେ ଦଣ୍ଡାଦେଶ ହୋଇଛି । ଲାଇଟ୍ ସଂଯୋଗ ନାଁରେ ବ୍ୟାପକ ଅନିୟମିତତା ହୋଇଥିଲା ।