Breaking PLUSଓଡ଼ିଶାମୁଖ୍ୟ ଖବର

ଚାଷ ବିଲ ଦେଖି ଚାଷୀର ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡା: ବର୍ଷା ଯୋଗୁ ଚାଷୀ ହତାଶ । ଚାଷ ବିଲ ଦେଖି ଚାଷୀର ମୃତ୍ୟୁ ଅଭିଯୋଗ ହୋଇଛି । ଡେରାବିଶ ବ୍ଲକ ସନ୍ଥପୁରା ଗାଁରେ ଚାଷୀ ମୃତ୍ୟୁ ଅଭିଯୋଗ ହୋଇଛି । ଧାନ ଫସଲରେ ପାଣି ପଶିବା ଦେଖି ହୃଦ୍‌ଘାତରେ ମୃତ୍ୟୁ ଅଭିଯୋଗ ହୋଇଛି । ୭ ଏକର ଜମିରେ ଲକ୍ଷାଧିକ ଖର୍ଚ୍ଚ କରି ଧାନ ଫସଲ କରିଥିଲେ । ଘରକୁ ଫେରିବା ପରେ ହୃଦଘାତ ହୋଇଥିବା ପରିବାରର ଅଭିଯୋଗ ।

 

Show More

Related Articles

Back to top button