Breaking PLUSଓଡ଼ିଶାମୁଖ୍ୟ ଖବର

ଖୁବ ଶୀଘ୍ର ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ

କଟକ: ଖୁବ୍‌ଶୀଘ୍ର ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ କାମ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ସିଡିଏ ଉପାଧ୍ୟକ୍ଷ ଅନାମ ଚରଣ ପାତ୍ର । ରିଭରଫ୍ରଣ୍ଟ ପ୍ରକଳ୍ପ DPRକୁ ରାଜ୍ୟ ସରକାରଙ୍କ ଅନୁମୋଦନ  । ପ୍ରଥମ ପର୍ଯ୍ୟାୟରେ ୩୮ କୋଟି ବ୍ୟୟରେ ସାଢ଼େ ୩ କିମି କାମ ହେବ । ପ୍ରକଳ୍ପ ପାଇଁ ସମୁଦାୟ ୨୨୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଗୁଜରାଟ ସାବରମତୀ ଢ଼ାଞ୍ଚାରେ ହେବ ମହାନଦୀ ରିଭର ଫ୍ରଣ୍ଟ କାମ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button