Breaking PLUSଓଡ଼ିଶାମୁଖ୍ୟ ଖବର

ମଣପୁରମ୍‌ ଗୋଲ୍ଡରୁ ସୁନା ଲୁଟ୍ ଅଭିଯୋଗ

ସମ୍ବଲପୁର: ମଣପୁରମ୍‌ ଗୋଲ୍ଡରୁ ସୁନା ଲୁଟ୍ ଅଭିଯୋଗ ହୋଇଛି । ଅଇଁଠାପାଲି ଥାନା ବୁଢ଼ାରଜା ଛକ ସ୍ଥିତ ମଣପୁରମ୍‌ରୁ ଲୁଟ୍‌ ହୋଇଛି । କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ବିପୁଳ ସୁନା ଅଳଙ୍କାର ଲୁଟ୍ ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ ।

Show More

Related Articles

Back to top button