Breaking PLUSଓଡ଼ିଶାମୁଖ୍ୟ ଖବର

ମାର୍କ କାର୍ନି ହେବେ କାନାଡାର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ-  ମାର୍କ କାର୍ନି ହେବେ କାନାଡାର ନୂଆ ପ୍ରଧାନମନ୍ତ୍ରୀ  । କାର୍ନି ୮୬% ଭୋଟ୍‌ ପାଇ ଲିବେରାଲ ପାର୍ଟିର ନେତା ନିର୍ବାଚିତ । ଜଷ୍ଟିନ ଟ୍ରୁଡୁଙ୍କ ଜାଗା ନେବେ ମାର୍କ କାର୍ନି  । ଜାନୁଆରୀରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ଘୋଷଣା କରିଥିଲେ ଟ୍ରୁଡୋ ।

Show More

Related Articles

Back to top button