Breaking PLUSଓଡ଼ିଶାମୁଖ୍ୟ ଖବର

ତାମିଲ ଠିକାଦାରଙ୍କ ପାଇଁ ପ୍ରକଳ୍ପ କାମ ବିଳମ୍ବ

ଭୁବନେଶ୍ୱର- ତାମିଲନାଡୁର ୧୭ ଠିକାଦାରଙ୍କୁ ମେଗା ପାନୀୟ ଜଳ ପ୍ରକଳ୍ପ କାମ  । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସୂଚନା  । ଏବେ ସୁଦ୍ଧା ୨୫ଟି ପ୍ରକଳ୍ପ ଶେଷ, ୬୬ ପ୍ରକଳ୍ପ ୯୦% ଶେଷ ହୋଇଛି । ହଜାର କୋଟି ଟଙ୍କାର ପ୍ରକଳ୍ପ ତାମିଲନାଡୁର ୧୭ ଠିକାଦାରଙ୍କୁ ଦିଆଯାଇଛି । ପୂର୍ବ ସରକାର ୩୫ ହଜାର କୋଟି ଟଙ୍କାରେ ୨୦୭ ପ୍ରକଳ୍ପ ଘୋଷଣା କରିଥିଲେ । ହେଲେ କାମ ଆରମ୍ଭ ନ ହେଉଣୁ ଠିକାଦାରଙ୍କୁ ଆଗୁଆ ପେମେଣ୍ଟ ଦିଆଯାଇଛି । ଭିଜିଲାନ୍ସ ତଦନ୍ତ ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button