Breaking PLUSଓଡ଼ିଶାମୁଖ୍ୟ ଖବର
କଟକର ଭୋଳ ପରିବାରଙ୍କୁ ପଚରାଉଚରା କଲେ ଏନଆଇଏ ଟିମ୍

କଟକ- କଟକରେ ଏନଆଇଏ ଟିମ୍ । ପହଲଗାମ୍ ହମଲାରେ ଅଳ୍ପକେ ବର୍ତ୍ତିଥିବା କଟକର ଭୋଳ ପରିବାରଙ୍କୁ ପଚରାଉଚରା କରିଛନ୍ତି କଟକ ଆସିଛନ୍ତି ଏନଆଇଏ ଟିମ୍ । ଏନଆଇଏ ଟିମ୍ ସଦସ୍ୟ ଭୋଳ ପରିବାର ସଦସ୍ୟଙ୍କୁ ୨ ଘଣ୍ଟା କାଳ ପଚରାଉଚରା କରିଥିବା ଜଣାଯାଇଛି।