Breaking PLUSଓଡ଼ିଶାମୁଖ୍ୟ ଖବର

୧୫ ଲକ୍ଷରୁ ଅଧିକ ସୁନା ଅଳଙ୍କାର ସହ ଟଙ୍କା ଲୁଟ

ନୀଳଗିରି: ୧୫ ଲକ୍ଷରୁ ଅଧିକ ସୁନା ଅଳଙ୍କାର ସହ ଟଙ୍କା ନେଇଗଲେ ।ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ନୀଳଗିର ଥାନା ପୋଡାଶୋଳ ଗାଁରେ ବିଳମ୍ବିତ ରାତିରେ ଚୋରି ହୋଇଛି ।

Show More

Related Articles

Back to top button