Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଦୁର୍ଘଟଣାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ

ମାଲକାନଗିରି- ନିର୍ବାଚନ ଡ୍ୟୁଟି ସାରି ଫେରୁଥିବାବେଳେ ଦୁର୍ଘଟଣାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ଘଟିଛି। ମୃତକ ଖଇରପୁଟ ମୁଦୁଲିପଡା ପଂଚାୟତ ବନ୍ଧଗୁଡାର ଇନ୍ଦ୍ରଜିତ କିର୍ସାନୀ ବୋଲି ଜଣାପଡିଛି। ନିର୍ବାଚନ କାମସାରି ଫେରୁଥିବାବେଳେ ଇନ୍ଦ୍ରଜିତଙ୍କ ବାଇକକୁ ଏକ ଘରୋଇ ବସ୍ ଧକ୍କା ଦେଇଥିଲା। ଇନ୍ଦ୍ରଜିତ ମାଲକାନଗିରି ନିର୍ବାଚନ ମଣ୍ଡଳୀ ୧୨୨ ନମ୍ବର ବୁଥ ରେ ପ୍ରିଜାଇଡିଂ ଅଫିରଭାବେ ନିୟୋଜିତ ଥିଲେ।

Show More

Related Articles

Back to top button