Breaking PLUSଓଡ଼ିଶାମୁଖ୍ୟ ଖବର

ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର

ଭୁବନେଶ୍ୱର-  ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର  । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।  ପ୍ରତିକାର ପୂଜା ବିଧି ପାଇଁ କଥାବାର୍ତ୍ତା ହୋଇଛୁ । ମୁକ୍ତି  ମଣ୍ଡପ ପଣ୍ଡିତ ସଭା ସମୟ ନିର୍ଘଣ୍ଟ ବାହାର କରିବେ । ଯାହା ଘଟିଲା ତାହା ଦୁର୍ଘଟଣା ବଡ଼ ଠାକୁର ପଡ଼ିନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ସେବାୟତଙ୍କ ପିଠିରେ ଭରା ଦେଇ ଅଛନ୍ତି ବଡ଼ ଠାକୁର । ବଡ଼ ଠାକୁରଙ୍କ କୌଣସି ଅଙ୍ଗ ତଳେ ଲାଗି ନଥିଲା, ତଦନ୍ତ ହୋଇସାରିଛି ।  ତେବେ ଅବହେଳା କାରଣରୁ ହୋଇଥିବା କହିଲେ ଆଇନ ମନ୍ତ୍ରୀ ।

Show More

Related Articles

Back to top button