Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟର ଏକ ହଜାର ସ୍କୁଲ ହେବ ମଡେଲ ସ୍କୁଲ୍
ମୋ ସ୍କୁଲ୍ ଅଭିଯାନରେ 5T- ହାଇସ୍କୁଲ ଟ୍ରାନ୍ସଫର୍ମେସନ ଅନ୍ତର୍ଗତ ବିଦ୍ୟାଳୟ ପରିସର ଏବେ ଆନନ୍ଦମୟ ଶିକ୍ଷାର କେନ୍ଦ୍ର ପାଲଟିବାକୁ ଯାଉଛି । ଗଞ୍ଜାମ ଜିଲ୍ଲାର ୧୧୧ଟି ଉଚ୍ଚବିଦ୍ୟାଳୟ ଓ ପ୍ରତି ବ୍ଳକରେ ଥିବା ଗୋଟିଏ ଲେଖାଏଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତଥା ମୋଟ ୧୩୩ଟି ସ୍କୁଲକୁ ମଡେଲ ସ୍କୁଲରେ ପରିଣତ କରାଯିବା ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଛି ।

ରାଜ୍ୟରେ ଏଭଳି ଏକ ହଜାର ମେଡଲ ସ୍କୁଲ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ବିଧିବଦ୍ଧ ଭାବେ କାର୍ଯ୍ୟାରମ୍ଭ କରିବ ବୋଲି ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି ।