ଅନୁଚିନ୍ତାଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

 ସମ୍ମାନ ପାଇବାକୁ ହେଲେ ଅନ୍ୟକୁ ସମ୍ମାନ ଦେବାକୁ ପଡିଥାଏ।

ଅତୀତ କୁ କେବେବି ଫେରେଇ ହୁଏ ନାହିଁ କି ଭବିଷ୍ୟତକୁ କେବେବି ପୂର୍ବାନୁମାନ କରି ହୁଏ ନାହିଁ ତଥାପି ଏ ମଣିଷ ବଞ୍ଚିରହି ପ୍ରତ୍ୟେକ ମୁହୂର୍ତ୍ତରେ ଖୁସି ଚାହିଁଥାଏ,ବୋଧହୁଏ ଏହା ହିଁ ଜୀବନ ର ସଂଜ୍ଞା ।

ଇଚ୍ଛାକୁ ଜୟ କର କିମ୍ବା ନିୟନ୍ତ୍ରଣ କର ତାପରେ ତୁମେ ଶାନ୍ତିରେ ବଞ୍ଚି ପାରିବ”ନଚେତ୍”ମଣିଷ ଯେ ପର୍ଯ୍ୟନ୍ତ ସେ ଇଚ୍ଛା ପଛରେ ଦୌଡ଼ିବ ସେ ପର୍ଯ୍ୟନ୍ତ ଶାନ୍ତିରେ ବଞ୍ଚିପାରିବ ନାହିଁ !

ସମ୍ମାନ ପାଇବାକୁ ହେଲେ ଅନ୍ୟକୁ ସମ୍ମାନ ଦେବାକୁ ପଡିଥାଏ। କାହାଠାରୁ ଜୋର୍ ଜବରଦସ୍ତି ସମ୍ମାନ ମିଳି ନ ଥାଏ।

ଶୁଭ ସକାଳ
🙏ଜୟ ଶ୍ରୀକୃଷ୍ଣ🙏
ଦିନଟି ଆପଣଙ୍କର ମଙ୍ଗଳମୟ ହେଉ

Show More

Related Articles

Back to top button