Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟ ପୋଲିସ ମୁଖିଆ ଭାବେ ଦାୟିତ୍ବ ନେଲେ ଖୁରାନିଆ

ଭୁବନେଶ୍ୱର- ରାଜ୍ୟ ପୋଲିସ ମୁଖିଆ ଭାବେ ଦାୟିତ୍ବ ନେଲେ ଖୁରାନିଆ । ରାଜ୍ୟ ପୋଲିସ ମୁଖ୍ୟାଳୟରେ ପହଞ୍ଚିଥିଲେ । ଖୁରାନିଆ ।  ପୋଲିସ ମୁଖ୍ୟାଳୟରେ ଖୁରାନିଆଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଖୁରାନିଆଙ୍କୁ ଡିଜିପି ଭାବେ ନିଯୁକ୍ତ କରିବାର ନେଇ ଆଜି ପୂର୍ବାହ୍‌ଣରେ  ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Show More

Related Articles

Back to top button