Breaking PLUSଓଡ଼ିଶାମୁଖ୍ୟ ଖବର
୨ଟି ବସ୍କୁ ସିଜ୍ କଲା RTO
![](https://www.utkalprahari.com/wp-content/uploads/2025/02/checking.png)
କଟକର ୨ ଟି ବସକୁ ସିଜ କରିଛି ଆରଟିଓ କାରଣ ୧୫ ଲକ୍ଷ ଟିକସ ଫାଙ୍କିଥିବା ଅଭିଯୋଗରେ ବସ କୁ ସିଜ କରିଛି ଆରଟିଓ |୨ ବସ ମାଲିକ ବକେୟା ଥିବା ଟଙ୍କା ନଦେବାରୁ ବସ ସିଜ ହୋଇଛି ବୋଲି ଆରଟିଓ ପକ୍ଷରୁ ସୂଚନା ମିଳିଛି |