Breaking PLUSଓଡ଼ିଶାମୁଖ୍ୟ ଖବର
୨ଟି ବସ୍କୁ ସିଜ୍ କଲା RTO

କଟକର ୨ ଟି ବସକୁ ସିଜ କରିଛି ଆରଟିଓ କାରଣ ୧୫ ଲକ୍ଷ ଟିକସ ଫାଙ୍କିଥିବା ଅଭିଯୋଗରେ ବସ କୁ ସିଜ କରିଛି ଆରଟିଓ |୨ ବସ ମାଲିକ ବକେୟା ଥିବା ଟଙ୍କା ନଦେବାରୁ ବସ ସିଜ ହୋଇଛି ବୋଲି ଆରଟିଓ ପକ୍ଷରୁ ସୂଚନା ମିଳିଛି |