Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ

ଭୁବନେଶ୍ୱର, 25 ମାର୍ଚ୍ଚ- ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ। ୪ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ସ୍କୁଲ୍, କଲେଜ, ଅଫିସ୍, ଦୋକାନ ବଜାର ବନ୍ଦ ରହିଛି। ବନ୍ଦ ପ୍ରଭାବରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି।

ମଣ୍ଡିରୁ ଧାନ ଉଠାଇବା, ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ପ୍ରଦାନ ଦାବି ସହ ଜିଲ୍ଲାକୁ ପର୍ଯ୍ୟାପ୍ତ ପେଟ୍ରୋଲ୍, ଗ୍ୟାସ ସିଲିଣ୍ଡର ଯୋଗାଣ ପାଇଁ ଦାବି କରାଯାଇଛି। ଖାଲି ବସ୍ତା ବାବଦକୁ ଚଷୀଙ୍କୁ ବକେୟା ୩ ବର୍ଷର ଟଙ୍କା ଯୋଗାଣ ଦାବି କରିଛନ୍ତି। ସମଗ୍ର ଜିଲ୍ଲାରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି।

Show More

Related Articles

Back to top button