Breaking PLUSଦୁର୍ଘଟଣାପାଣିପାଗମୁଖ୍ୟ ଖବର

ଆସାମରେ ବନ୍ୟା ଯୋଗୁ ଭୁଶୁଡି ପଡିଛି ଦୁଇ ମହଲା ବିଶିଷ୍ଟ ପୋଲିସ ଷ୍ଟେସନ

ଗୁଆହାଟି : ଗତ କିଛି ଦିନରୁ ଆସାମରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ବିତ୍ପାତ ଦେଖାଦେଇଛି। ଦେଶର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ହେତୁ ଅନେକ ଅଟ୍ଟାଳିକା ନଷ୍ଟ ହେବା ସହ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ବନ୍ୟା ଯୋଗୁ ୨୧ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ମଧ୍ୟ ହୋଇଛନ୍ତି। ଇତି ମଧ୍ୟରେ ବନ୍ୟା ଯୋଗୁ ଆସାମର ଏକ ପୋଲିସ ଷ୍ଟେସନ ଭୁଶୁଡ଼ିପଡ଼ିଥିବା ଦେଖିବାକୁ ମିଳିଛି। ଆସାମରେ ବନ୍ୟା ଯୋଗୁ ବହୁତ କିଛି କ୍ଷତି ହେଇଛି ।

Show More

Related Articles

Back to top button