ଓଡ଼ିଶାସ୍ୱାସ୍ଥ୍ୟ

ରାୟଗଡା ପରେ ନୂଆପଡାରେ କଲେରା ଆତଙ୍କ

ରାୟଗଡା ପରେ ନୂଆପଡାରେ କଲେରା ଆତଙ୍କ । ନୂଆପଡା ଜିଲ୍ଲା କୋମନା ବ୍ଲକ ଜଟଗଡ ଗ୍ରାମରେ ଡାଇରିଆରେ ବର୍ତ୍ତମାନ ସୁଦ୍ଧା ୧୦ ରୁ ଅଧିକ ଗୁରୁତର ଥିବାବେଳେ ଜଣଙ୍କ ମୃତ୍ୟୁ । ସମସ୍ତ ଗୁରୁତରଙ୍କୁ  ଚିକିତ୍ସା ପାଇଁ ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।

ସୂଚନା ଥାଉକି, ଗତ କିଛିଦିନ ହେବ କାଶୀପୁର ଓ ଏହାର ଆଖପାଖ ଅଞ୍ଚଳରେ ଡାଇରିଆ ହେଉଥିବା ଦେଖିବାକୁ ମିଳିଛି । ଏପରିକି ଘଟଣାସ୍ଥଳରେ ବିଶେଷଞ୍ଜ ଟିମ୍ ପହଞ୍ଚି ଯାଞ୍ଚ କରିଥିଲେ । ଯାହା ଜଣାପଡିଥିଲା ଯେ, ଦୂଷିତ ପାଣି ଏହାର ମୁଖ୍ୟ ବାହକ । ସେପଟେ ଡାଆରିଆକୁ ରୋକିବାକୁ ବିଭିନ୍ନ ସ୍ଥାନରେ ସଚତନତା କାର୍ଯ୍ୟକ୍ରମ ମାନ କରାଯାଉଛି ।

Show More

Related Articles

Back to top button