ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ । ନୀତି ଆୟୋଗ ବୈଠକ ଏବଂ ସ୍ବାଧୀନତାର ଅମୃତ ମହୋତ୍ସବ କମିଟି ବୈଠକ ରେ ଯୋଗଦେବାକୁ ଦିଲ୍ଲୀ ଯାଇଥିଲେ ନବୀନ । ଗତକାଲି ବୈଠକରେ ଯୋଗଦେଇ ଓଡ଼ିଶାକୁ `ଫୋକସ୍ ଷ୍ଟେଟ୍’ ମାନ୍ୟତା ପାଇଁ ପୁଣି ଦାବି କରିଛନ୍ତି । ଗତକାଲି ବୈଠକରେ ଯୋଗଦେଇ ଓଡ଼ିଶାକୁ `ଫୋକସ୍ ଷ୍ଟେଟ୍’ ମାନ୍ୟତା ପାଇଁ ପୁଣି ଦାବି କରିଛନ୍ତି ।
ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ଦୀର୍ଘକାଳୀନ ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ପ୍ରଦାନ ଲାଗି ମଧ୍ୟ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଥିଲେ ନବୀନ ପଟ୍ଟନାୟକ । ରେଲୱେ, ବ୍ୟାଙ୍କିଙ୍ଗ୍ ଓ ଟେଲିକମ୍ କ୍ଷେତ୍ରରେ ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ସେ ଦାବି କରିଥିଲେ ।