ଦେଶମନୋରଞ୍ଜନସେଲିବ୍ରିଟିସ୍ୱତନ୍ତ୍ର

KKK-12ରେ ୱିନ୍ ହୋଇ ଟ୍ରଫି ସହ ଦାମୀ କାର୍ ଜିତିଲେ ତୁଷାର କାଳିଆ

ଗତକାଲି ଖତରୋଁ କେ ଖିଲାଡି ସିଜନ ୧୨ ର ଫାଇନାଲ୍ ଏପିସୋଡ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ୱିନ୍ ହୋଇ ଟ୍ରଫି ସହ ଦାମୀ କାର୍ ଜିତିଛନ୍ତି ତୁଷାର କାଳିଆ । ତୁଷାରଙ୍କ ବ୍ୟତୀତ ଫାଇନାଲ ଷ୍ଟଣ୍ଟରେ ପହଞ୍ଚିଥିଲେ ଫୈଜୁ ଏବଂ ମୋହିତ ।

ଫାଇନାଲ ଷ୍ଟଣ୍ଟରେ ତୁଷାର କାଳିଆ, ଫୈଜୁ ଏବଂ ଜନ୍ନତ ପରସ୍ପର ସହ ଟକ୍କର ଦେଇଥିଲେ। ରୋହିତ ଶେଟ୍ଟୀଙ୍କ ଆଗାମୀ ଚଳଚ୍ଚିତ୍ର ‘ସର୍କସ’ର ଅଭିନେତା ରଣଭୀର ସିଂ, ବରୁଣ ଶର୍ମା, ଜନି ଲିଭର ଏବଂ ସଞ୍ଜୟ ମିଶ୍ରଙ୍କ ଅଭିନେତାମାନେ ଗ୍ରାଣ୍ଡ ଫାଇନାଲରେ ଅତିଥି ଭାବରେ ପହଞ୍ଚିଥିଲେ।

ଟପ୍ ପ୍ରତିଯୋଗୀମାନେ ହେଲେ ତୁଷାର କାଳିଆ, ରୁବିନା ଦିଲାୟକ, ଜନ୍ନତ ଜୁବେର, ଫୈଜୁ ଶେଖ ଏବଂ ମୋହିତ ମଲିକ। ସେଥିମଧ୍ୟରୁ ରୁବିନା ପ୍ରଥମେ ବାହାରକୁ ଆସିଥିଲେ। ପରବର୍ତ୍ତୀ ରାଉଣ୍ଡରେ ଜନ୍ନତ ବାହାରିଥିଲେ। ଏହିପରି ଭାବରେ ଶୋ’ରେ ତୁଶାର, ମୋହିତ ଏବଂ ଫୈଜୁଙ୍କ ସହ ଟପ୍-୩ ପ୍ରତିଯୋଗୀ ସାମ୍ନାକୁ ଆସିଥିଲେ।

Show More

Related Articles

Back to top button