ଆଇନ କାନୁନଦେଶସ୍ୱତନ୍ତ୍ର

ଆଜି ଠାରୁ ଲାଇଭରେ ଦେଖିପାରିବେ ସୁପ୍ରିମକୋର୍ଟଙ୍କ ଶୁଣାଣି

ଆଜି ଠାରୁ ଲାଇଭରେ ଦେଖିପାରିବେ ସୁପ୍ରିମକୋର୍ଟଙ୍କ ଶୁଣାଣି । ଏଥିପାଇଁ ଆଜିଠାରୁ ଲାଇଭ ଷ୍ଟ୍ରିମିଂ ଆରମ୍ଭ ହୋଇଯିବ । ଗତ ମଙ୍ଗଳବାର କୋର୍ଟ ମିଟିଂରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ୱରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ତେବେ ଏହି ମାମଲା ମଧ୍ୟରେ ରହିଛି ମହାରାଷ୍ଟ୍ର ଶିନସେନା ବିବାଦ ,ଦିଲ୍ଲୀ-କେନ୍ଦ୍ର ବିବାଦ,EWS ସଂରକ୍ଷଣ ବିବାଦ ଆଦି । webcast.gov.in/scindia/ ୱେବସାଇଟ୍ ମାଧ୍ୟମରେ ଏହି ଶୁଣାଣିକୁ ଦେଖାଯାଇପାରିବ ।

୨୬ ସେପ୍ଟେମ୍ବର, ୨୦୧୮ ରେ ଜଣେ ଆଇନ ଛାତ୍ରଙ୍କ ଏକ ଯାଚିକା ଉପରେ ସର୍ବୋଚ୍ଚ କୋର୍ଟଙ୍କ ନିଷ୍ପତ୍ତି ସବୈଧାନିକ ଏବଂ ରାଷ୍ଟ୍ରୀୟ ମହତ୍ୱ ମାମଲାର ଅଦାଲତ ଶୁଣାଣିର ଲାଇଭ ଷ୍ଟ୍ରିମିଂ ପାଇଁ ଅନୁମତି ଦେଇଥିଲେ ।

 

Show More

Related Articles

Back to top button