Breaking PLUSଓଡ଼ିଶାମୁଖ୍ୟ ଖବର

24 ଘଂଟାରେ ଆଳୁ ସଙ୍କଟ ଦୂର ନହେଲେ ଧାରଣା

ଭୁବନେଶ୍ୱର-  ଆଳୁ ସଙ୍କଟ ନେଇ ସବୁଠି ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଆଳୁ ସମସ୍ୟା ନେଇ ସରକାରଙ୍କ ୨୪ଘଣ୍ଟାର ମହଲତ ଦେଇଛି ନାଗରିକ ସୁରକ୍ଷା ମଞ୍ଚ। ଆସନ୍ତା ୨୪ଘଣ୍ଟାରେ ସଙ୍କଟ ଦୂର ନହେଲେ ମୁଖ୍ୟମନ୍ତ୍ରୀ ବାସଭବନ ଆଗରେ ଧାରଣାରେ ବସିବାକୁ ଚେତାବନୀ ଦିଆଯାଇଛି।

 

Show More

Related Articles

Back to top button