Breaking PLUSଓଡ଼ିଶାମୁଖ୍ୟ ଖବର

ଜୁଏଲ ଓରାମଙ୍କ ପତ୍ନୀଙ୍କ ବିୟୋଗ

ଭୁବନେଶ୍ୱର- ଜୁଏଲ ଓରାମଙ୍କ ପତ୍ନୀ ବିୟୋଗ । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଙ୍କ ପତ୍ନୀଙ୍କ ପରଲୋକ ଘଟିଛି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଦୀର୍ଘ ଦିନ ଧରି ଡେଙ୍ଗୁରେ ଚିକିତ୍ସିତ ହେଉଥିଲେ ଜିଙ୍ଗିଆ ଓରାମ୍। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ମନ୍ତ୍ରୀ ମଣ୍ଡଳ ସଦସ୍ୟ ଓ ଅନ୍ୟ ବ୍ୟକ୍ତି ବିଶେଷ ଭୁବନେଶ୍ଵର ଲୁମ୍ବିନୀବିହାରସ୍ଥିତ ବାସଭବନକୁ ଯାଇ  ଶେଷ ଦର୍ଶନ କରିଛନ୍ତି।

Show More

Related Articles

Back to top button