Breaking PLUSଓଡ଼ିଶାମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୌମ୍ୟ ପଟ୍ଟନାୟକ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ସୌମ୍ୟ ପଟ୍ଟନାୟକ । ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଭେଟିଲେ ଆଜି ରାଜ୍ୟ ଅତିଥି ଭବନରେ ମୋହନ ମାଝୀଙ୍କୁ ସାକ୍ଷାତ କରିଛନ୍ତି । ନିଶା ନିବାରଣ ଅଭିଯାନ ଆରମ୍ଭ ନେଇ ଭେଟିଥିବା ସୂଚନା ମିଳିଛି ।

Show More

Related Articles

Back to top button