Breaking PLUSଓଡ଼ିଶାମୁଖ୍ୟ ଖବର
ଭୁବନେଶ୍ୱରରେ ମାଡିବସିଛନ୍ତି 30 ଏକର ଜମି
ଭୁବନେଶ୍ୱର- ଜବରଦଖଲକାରୀ ମାଡ଼ିବସିଛନ୍ତି ରାଜଧାନୀର ମୂଲ୍ୟବାନ ଜମି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉତ୍ତର ରଖିଛନ୍ତି । ସାମପୁର ମୌଜାରେ ସର୍ବାଧିକ ୨୭ ଏକର ଜମି ଜବରଦଖଲ ହୋଇଥିବା ବେଳେ ‘୧୬ଟି ଜବରଦଖଲ ମାମଲା ରୁଜୁ, ହାଇକୋର୍ଟରେ ବିଚାରାଧୀନ ରହିଛି । ଗାଡ଼କଣରେ ୨ ଏକର, ଚନ୍ଦ୍ରଶେଖରପୁରରେ ଦେଢ଼ ଏକର ଜବରଦଖଲ ହୋଇ ରହିଛି ।