Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୀ ଉପକୂଳରେ ଲାଗିଲା ବଡ଼ କଣ୍ଟେନର

ପୁରୀ-ସମୁଦ୍ରରେ ଭାସିଭାସି ଆସି ପୁରୀ ଉପକୂଳରେ ଲାଗିଲା ବଡ଼ କଣ୍ଟେନର । ବେଳାଭୂମିରୁ ଠାବ କଣ୍ଟେନର୍ ଇଣ୍ଡୋନେସିଆ ଜାହାଜର ବୋଲି ସୂଚନା ଦେଇଛନ୍ତି ପୁରୀ ସଦର SDPO  । ‘ଏକ ଇଣ୍ଡୋନେସିଆ କମ୍ପାନୀ ଜାହାଜରୁ ୭ଟି କଣ୍ଟେନର୍‌ ମିସିଂ ଅଛି’ ।  ‘କୋଲକାତାରୁ ପୋର୍ଟବ୍ଲେୟାର୍‌ ଯାଇଥିବା ଜାହାଜର କଣ୍ଟେନର୍ ମିସିଂ ଅଛି’ ।  ‘କୋଷ୍ଟଗାର୍ଡ, କମ୍ପାନୀ ମାଲିକ, ଗୁଇନ୍ଦା ସହ ଯୋଗାଯୋଗ କରାଯାଉଛି’ ।  ୩ ଦିନ ତଳେ ସାତଭାୟାରୁ ସମାନ କମ୍ପାନୀର ୨ଟି କଣ୍ଟେନର୍ ମିଳିଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button