Breaking PLUSଓଡ଼ିଶାମୁଖ୍ୟ ଖବର

କଲଭର୍ଟରୁ ୩୦ ଫୁଟ୍‌ ତଳକୁ ଖସିଲା ସିମେଣ୍ଟ ଟ୍ରକ୍

ଦଶପଲ୍ଲା: ଦଶପଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କଲଭର୍ଟରୁ ୩୦ ଫୁଟ୍‌ ତଳକୁ ଖସିପଡିଛି ସିମେଣ୍ଟ ଟ୍ରକ୍ । ଟ୍ରକ୍‌ ତଳେ ଚାପିହୋଇ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ବାରିହାପିଟା ନିକଟରେ ସିମେଣ୍ଟ ବୋଝେଇ ଟ୍ରକ୍‌ କଲଭର୍ଟ ତଳକୁ ଖସିଲା । ବିଶାଖାପାଟଣାରୁ ସୁନ୍ଦରଗଡ଼ ସିମେଣ୍ଟ ନେଇ ଆସୁଥିଲା ଟ୍ରକ୍‌ ।

Show More

Related Articles

Back to top button