Breaking PLUSଓଡ଼ିଶାମୁଖ୍ୟ ଖବର
ଟ୍ଵିନ ସିଟିରେ ଘନକୁହୁଡି

ଭୁବନେଶ୍ୱର- ରାଜ୍ୟରେ ଶୀତ ସହିତ ବିଭିନ୍ନ ସ୍ଥାନରେ ଘନ କୁହୁଡି ରହୁଛି |ଭୁବନେଶ୍ବର ସମେତ କଟକ , ପୁରୀ ରେ ମଧ୍ୟ ବିଭିନ୍ନ ସ୍ଥାନରେ ଘନ କୁହୁଡି ଲାଗି ରହିଛି |ପ୍ରବଳ କୁହୁଡି ଯୋଗୁଁ ପୁରୀ ଶ୍ରୀମନ୍ଦିର ଦୃଶ୍ୟମାନ ହେଲା ନାହିଁ |ଘନ କୁହୁଡି ଯୋଗୁଁ ଯାତାୟତ ରେ ମଧ୍ୟ ବହୁତ ଅସୁବିଧା ହେଉଛି |କୁହୁଡି ଯୋଗୁଁ ୫୦ ମିଟର ରାସ୍ତା ମଧ୍ୟ ଦେଖିବା କଷ୍ଟକର ହେଉଛି |