Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହେବା ଦୁର୍ଭାଗ୍ୟଜନକ- ଆଇନମନ୍ତ୍ରୀ

ଭୁବନେଶ୍ୱର- ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ |ଆଜି ବୈଠକରେ ନିଶ୍ଚିତ ନିର୍ଯାସ ବାହାରିବା ନେଇ ଆଶା ରଖିଛନ୍ତି ମନ୍ତ୍ରୀ ହରିଚନ୍ଦନ |୨ ଦିନ ହେଲା ଠାକୁରଙ୍କ ନୀତିକାନ୍ତି ବନ୍ଦ କରିବା ଅତି ଦୁର୍ଭାଗ୍ୟଜନକ ବୋଲି କଡା ନିନ୍ଦା କରିଛନ୍ତି ମନ୍ତ୍ରୀ |କୌଣସି ଘଟଣା ଯୋଗୁ ଆଲୋଚନା ନକରି ମହାପ୍ରଭୁଙ୍କ ନୀତି ବନ୍ଦ କରିବା ଠିକ ନୁହେଁ ବୋଲି ସମାଲୋଚନା କରିଛନ୍ତି |ଘଟଣା ର ତର୍ଜମା ପରେ ଆବଶ୍ୟକ ପଡିଲେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ |

Show More

Related Articles

Leave a Reply

Your email address will not be published. Required fields are marked *

Back to top button