Breaking PLUSଓଡ଼ିଶାମୁଖ୍ୟ ଖବର

ସଂପ୍ରସାରିତ ହେବ ଭୁବନେଶ୍ୱର

ଭୁବନେଶ୍ୱର ସମ୍ପ୍ରସାରଣ ହେବ। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି। ଭୁବନେସ୍ଵଶ୍ୱରରେ ନୂଆ ସହର ତିଆରି ହେବ । ନୂଆ ମଡେଲର ସହର ତିଆରି ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର କହିଛନ୍ତି। ଆଗକୁ ଭୁବନେଶ୍ୱର ଭଳି ଅନ୍ୟ କର୍ପୋରେସନରେ ମଧ୍ୟ ଏଭଳି ଯୋଜନା ପାଇଁ ଚେଷ୍ଟା କରାଯିବ। ଏବେ ଅଧିକରୁ ଅଧିକ ସହରକୁ ଟିପି ସ୍କିମରେ ସାମିଲ ପାଇଁ ଯୋଜନା ରଖାଯାଇଛି। ସହର ବଢେଇବା ପାଇଁ ଚେଷ୍ଟା କରାଯାଉଛି। ଯାହା ଦ୍ଵାରା ଲୋକେ ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇବେ। ଶସ୍ତାରେ ଘର ଖଣ୍ଡେ କିଣିପାରିବେ। ପୁରୀକୁ ଏକ ଅନ୍ତର୍ଜାତୀୟ ସହର କରିବାକୁ ଯୋଜନା ରଖିଛନ୍ତି ସରକାର। ରିଙ୍ଗ ରୋଡ ସହ ରାସ୍ତା ପ୍ରଶସ୍ତି କରଣ ଆଦି କରାଯିବା ଯୋଜନା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button