Breaking PLUSଓଡ଼ିଶାମୁଖ୍ୟ ଖବର
ପିକ୍ଅପ୍ ଭ୍ୟାନ୍ ଓଲଟି ୨୦ ଛାତ୍ରଛାତ୍ରୀ ଆହତ
ଆଠଗଡ଼: ପିକ୍ଅପ୍ ଭ୍ୟାନ୍ ଓଲଟି ୨୦ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସ୍କୁଲରୁ ପରେଡ୍ ଗ୍ରାଉଣ୍ଡକୁ ଯିବା ବେଳେ ଓଲଟିଲା ପିକ୍ଅପ୍ ଭ୍ୟାନ । ମାଳବିହାରାପୁର ହାଇସ୍କୁଲ୍ରୁ ସରଣ୍ଡା ପରେଡ୍ ଗ୍ରାଉଣ୍ଡକୁ ଯାଉଥିଲା ଭ୍ୟାନ । ସମସ୍ତ ଆହତ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।